ବରଷ କୁତା Barasha kutā

  • ପ୍ରାଦେ. (ବାଲେଶ୍ୱର) ଅ — ବରଷଯାକ; ବରଷ ତମାମ୍ — Throughout the year
  • ପ୍ରାଦେ. (ବାଲେଶ୍ୱର) ଅ — ଏ ବରଷ କୁତା ତୋ ପିଛା ଲାଗିଛି, କଥା ଶୁଣୁ ନ ଥିଲୁ ପରା। ଫକୀରମୋହନ ଗଳ୍ପସ୍ୱଳ୍ପ।