ବରବର୍ଣ୍ଣିନୀ Barabarṇṇinī
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ସୁନ୍ଦରୀ ସ୍ତ୍ରୀ — A beautiful or fair-complexioned woman
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ଶ୍ୟାମା; ଗୌରୀ; ଦୁର୍ଗା; ପାର୍ବତୀ — Pārbatī
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ଲକ୍ଷ୍ମୀ — Goddess Lakshmī
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ସରସ୍ୱତୀ — Goddess Saraswatī
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ଲାକ୍ଷା — Lac
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ଗୋରୋଚନା — A yellow pigment
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ହରିଦ୍ରା — Turmeric
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ବରବର୍ଣ୍ଣିନୀ ହରିଦ୍ରା ବୋଲାଇଲା ଛୁଇଁ ଯାହା କଳେବର— ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ. (ବର=ଉତ୍କୃଷ୍ଟ+ବର୍ଣ୍ଣ=ରଙ୍ଗ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) — ପ୍ରିୟଙ୍ଗୁ ଲତା (ଦେଖ) — Priyaṅgu creeper (Apte) (See)