ବରପୂର୍ବା (କନ୍ୟା) Barapūrbā (kanyā)
- ଦେ. ବିଣ. ସ୍ତ୍ରୀ — ବାଗ୍ଦତ୍ତା ବା ମନୋଦତ୍ତା ହେବ (ଅର୍ଥାତ୍ ମହାପ୍ରସାଦ ନିର୍ବନ୍ଧ ହେବା) ପରେ ଯେଉଁ ବର ସହିତ ବିବାହ ନିର୍ବନ୍ଧ ହୋଇଥାଏ, ସେ ନିର୍ବନ୍ଧ ଭାଙ୍ଗି ଯାଇ ଅବିବାହିତା ଅବସ୍ଥାରେ ରହିଥିବା (କନ୍ୟା) — (a girl) Whose betrothal has been violated or broken and who has not thereafter been given in marriage