ବରଦ Barada

  • ସଂ. ବିଣ. ପୁଂ. (ବର+ଦା ଧାତୁ+କର୍ତ୍ତୃ. ଅ) — ଯେ ବର ଦାନ କରେ; ଅଭୀଷ୍ଟଫଳଦ — Granting a boon
  • ସଂ. ବିଣ. ପୁଂ. (ବର+ଦା ଧାତୁ+କର୍ତ୍ତୃ. ଅ) — ପ୍ରସନ୍ନ — Satisfied; propitiated; pleased
  • ବି — ପ୍ରସନ୍ନତାଦ୍ୟୋତକ ହସ୍ତାଦି ବିନ୍ୟାସ୍ୱରୂପ ମୁଦ୍ରାବିଶେଷ — A kind of posture of the hand and other limbs indicating satisfaction
  • ବି — ଲେଉଟିଆ (କବିରାଜ ହରେକୃଷ୍ଣ—ଦ୍ରବ୍ୟଗୁଣ) — A kind of potherb; Amaranthes Polygamus