ବରଦା Baradā

  • ସଂ. ବି. ସ୍ତ୍ରୀ. (ବରଦ+ସ୍ତ୍ରୀ. ଆ) — ଦୁର୍ଗା — Durgā
  • ସଂ. ବି. ସ୍ତ୍ରୀ. (ବରଦ+ସ୍ତ୍ରୀ. ଆ) — ସରସ୍ୱତୀ — Goddess of learning
  • ସଂ. ବି. ସ୍ତ୍ରୀ. (ବରଦ+ସ୍ତ୍ରୀ. ଆ) — ଅଶ୍ୱଗନ୍ଧା — A medicinal plant
  • ସଂ. ବି — ବରଦର ସ୍ତ୍ରୀଲିଙ୍ଗ — Feminine of Barada