ବରଦକ୍ଷିଣା Baradakshiṇā

  • ସଂ. ବି. (ମ. ପ. ଲୋ; ବର+ଦକ୍ଷିଣା) — ବିବାହବେଦୀରେ କନ୍ୟାଦାନ କାଳରେ କନ୍ୟାପିତାଙ୍କର ବରଙ୍କୁ ଦେବା ଧନାଦି — Present made to the bridegroom by the bride's father while bestowing the hand of the bride on him (Apte)