ବରଦ ସ୍ୱାମୀ Barada swāmī

  • ଦେ. ବି — ଦାକ୍ଷିଣାତ୍ୟର କାଞ୍ଚୀ ନଗରସ୍ଥ ବିଷ୍ଣୁ କାଞ୍ଚୀରେ ପ୍ରତିଷ୍ଠିତ ବିଷ୍ଣୁବିଗ୍ରହ — Name of the image of Bishṇu in Bishṇukān̄chī of Southern India