ବରଦ କାଳ Barada kāḻa

  • ଦେ. ବି — ଦେବତାଙ୍କର ବରଦେବାର ଉପଯୁକ୍ତ ସମୟ — Opportune or fit time or moment of a Deity granting a boon
  • ଦେ. ବି — ବାଗ୍ଦେବୀ ଆସି ବସିଲେ ଗଳେ କୁମ୍ଭକର୍ଣ୍ଣର ବରଦକାଳେ ନିଦ୍ରା ମୁଁ ଯିବି ବୋଲି ଚପଳେ ମାଗିଲା ତଥି ଯେ। ଭଞ୍ଜ. ବୈଦେହୀଶବିଳାସ