ବରଛା Barachhā

  • ଦେ. ବି. (ସଂ. ବ୍ରଶ୍ଚ୍ ଧାତୁ=କାଟିବା, ଚିରିବା) — ବଲମ; ଭଲ୍ଲାସ୍ତ୍ର; ତେଣ୍ଟା — Spear; lance
  • ଦେ. ବି. (ସଂ. ବ୍ରଶ୍ଚ୍ ଧାତୁ=କାଟିବା, ଚିରିବା) — ଯେଉଁଦିନୁ ମୋତେ ସେ କଉତୁକିନୀ ରସେ ନେତ୍ରାନ୍ତ ବରଛିଲେ ଭୁଷିଲାରେ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବି. (ସଂ. ବ୍ରଶ୍ଚ୍ ଧାତୁ=କାଟିବା, ଚିରିବା) — [ଦ୍ର—ଖଣ୍ଡିଏ ମୁନିଆଁ ଲମ୍ବ ଲୁହା କଣ୍ଟା ଲମ୍ବ ବାଉଁଶ ବା କାଠର ଅଗରେ ମରାଯାଇ ବରଛା କରାଯାଇଥାଏ।]