ବରଗିବା Baragibā

  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା —To emit Apte)— ଦୂତଆଦି ପଠାଇବା — To send an emissarry
  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା —To emit Apte)— ବରଗିଲେ ଏକା ଯୁଦ୍ଧେ ଉମା ସାଇଁ। କୃଷ୍ଣସିଂହ. ମହାଭାରତ ବନ ।
  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା —To emit Apte)— କୌଣସି କାର୍ଯ୍ୟରେ ନିୟୋଗ କରିବା — To employ in a certain work; to depute
  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା —To emit Apte)— ବରଗିଲେ ଲମ୍ବି ସହିବୁ କେହି ସେ ଅରଗଳ ଭୂଜା ଭିଡ଼ା। କବିସୂର୍ଯ୍ୟ—ସଙ୍ଗୀତ।
  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା —To emit Apte)— ପ୍ରେରଣ କରିବା — To send; to despatch
  • ଦେ. କ୍ରି. (ସଂ. ବୃଜ୍ ଧାତୁ=ତ୍ୟାଗ କରିବା —To emit Apte)— ବ୍ରହ୍ମା ଅସ୍ତ୍ର ବରଗି କାଟିଲେ ଶରକୁ। କୃଷ୍ଣସିଂହ. ମହାଭାରତ ବନ।