ବରଚୀନ Barachīna

  • ଦେ. ବିଣ. (ସଂ. ବର+ଚୀନ) — ଅତି ସୂକ୍ଷ୍ମ; ଅତି ପତଳା (ଲୁଗା) — Very thin (cloth)
  • ଦେ. ବି — ଅତି ପତଳା ଲୁଗା; ଚୀନାଂଶୁକ — Very thin cloth
  • ଦେ. ବି — ବରଚୀନ ଜଡ଼ି ଅଙ୍ଗେ ଧଡ଼ିଥିବାରୁ ପୀତଅମ୍ବର। ଭଞ୍ଜ—ବୈଦେହୀଶବିଳାସ।