ବରଖିଲାଫ Barakhilāpha
- ବୈଦେ. ବି. (ଫା. ବର୍ଖିଲାଫ୍=ପ୍ରତିକୂଳ) — କାର୍ଯ୍ୟରେ ହେଳା — Negligence; neglect of duty
- ବୈଦେ. ବି. (ଫା. ବର୍ଖିଲାଫ୍=ପ୍ରତିକୂଳ) — ଅମଙ୍ଗଳ — Adversity
- ବୈଦେ. ବି. (ଫା. ବର୍ଖିଲାଫ୍=ପ୍ରତିକୂଳ) — ଅସଙ୍ଗତି — Incongruity
- ବୈଦେ. ବିଣ. (ଫା. ବରଖିଲାଫୀ) — ଓଲ୍ଟା; ବିପରୀତ — Opposite; adverse; contrary
- ବୈଦେ. ବିଣ. (ଫା. ବରଖିଲାଫୀ) — ଅମଙ୍ଗଳ— ଜନକ — Leading to adversity
- ବୈଦେ. ବିଣ. (ଫା. ବରଖିଲାଫୀ) — ଅସଙ୍ଗତ — Incongruous