ବରଖାସ୍ତି Barakhāsti

  • ବୈଦେ. ବିଣ. (ଫା. ବରଖାସ୍ତୀ) — ବରଖାସ୍ତ ସମ୍ବନ୍ଧୀୟ — Relating to dismissal
  • ବୈଦେ. ବିଣ. (ଫା. ବରଖାସ୍ତୀ) — (ଯଥା—ବରଖାସ୍ତି ହୁକୁମ, ବରଖାସ୍ତି ପରୁଆନା।)
  • ବି. (ଫା. ବରଖାସ୍ତୀ) — କର୍ମଚ୍ୟୁତି — Dismissal