ବରଖାସ୍ତ୍ Barakhāst

  • ବୈଦେ. ବି. (ଫା. ବର୍ଖାସ୍ତ୍) — ପଦଚ୍ୟୁତ; ଡିସ୍ମିସ୍ ହୋଇଥିବା; କାର୍ଯ୍ୟରୁ ମାଦୁଲ୍ ହୋଇ ଥିବା — Dismissed; removed from a post or service
  • ବୈଦେ. ବି. (ଫା. ବର୍ଖାସ୍ତ୍) — କାର୍ଯ୍ୟରହିତ କରାଯିବା (କଚିରି) — Stopped from working; closed (said of an office or court)
  • ବୈଦେ. ବି. (ଫା. ବର୍ଖାସ୍ତ୍) — ପାଗ ବାନ୍ଧୁ ବାନ୍ଧୁ କଚିରି ବରଖାସ୍ତ। ଢଗ।
  • ବୈଦେ. ବି — କାର୍ଯ୍ୟଚ୍ୟୁତି; ଚାକିରିରୁ ମାଦୁଲ୍ ହେବା — Dismissal; removal from service
  • ବୈଦେ. ବି — କଚିରିର କାର୍ଯ୍ୟ ବନ୍ଦ ହେବା — Closing of court