ବରକନ୍ଦାଜ୍ Barakandāj
- ବୈଦେ. ବି. (ଆ ଓ ଫା. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍, ବଜ୍ର ବା ଆଗ୍ନେୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୁଙ୍କ ସଙ୍ଗରେ ଯାଏ। ତୁଳନା କର ସଂ. ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ) — ଚପରାସୀ; ପିଆଦା — Peon
- ବୈଦେ. ବି. (ଆ ଓ ଫା. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍, ବଜ୍ର ବା ଆଗ୍ନେୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୁଙ୍କ ସଙ୍ଗରେ ଯାଏ। ତୁଳନା କର ସଂ. ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ) — ଦେଲା ଦାନି ନାନା ସଜା ସବୁ ଜାତି ତୁଲ ବନାଇବାହାର ହୋଇଲା ବରକନ୍ଦାଜ। ବ୍ରଜନାଥ, ସମର ତରଙ୍ଗ।
- ବୈଦେ. ବି. (ଆ ଓ ଫା. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍, ବଜ୍ର ବା ଆଗ୍ନେୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୁଙ୍କ ସଙ୍ଗରେ ଯାଏ। ତୁଳନା କର ସଂ. ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ) — ଅର୍ଦ୍ଦଳୀ; କନିଷ୍ଟବଲ୍ — An orderly; constable
- ବୈଦେ. ବି. (ଆ ଓ ଫା. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍, ବଜ୍ର ବା ଆଗ୍ନେୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୁଙ୍କ ସଙ୍ଗରେ ଯାଏ। ତୁଳନା କର ସଂ. ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ) — x x x ଲାଉ କଖାରୁ ପୁଞ୍ଜାଏ ମୁନସି ଜମାଦାର ବରକନ୍ଦାଜ ସକାଶେ ନେବାର ତ ସୁବାମତି କଥା। ଫକୀରମୋହନ, ଛମାଣ ଆଠଗୁଣ୍ଠ।
- ବୈଦେ. ବି. (ଆ ଓ ଫା. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍, ବଜ୍ର ବା ଆଗ୍ନେୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୁଙ୍କ ସଙ୍ଗରେ ଯାଏ। ତୁଳନା କର ସଂ. ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ) — ସିପାଇ; ପଦାତିକ — A foot soldier
- ବୈଦେ. ବି. (ଆ ଓ ଫା. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍, ବଜ୍ର ବା ଆଗ୍ନେୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୁଙ୍କ ସଙ୍ଗରେ ଯାଏ। ତୁଳନା କର ସଂ. ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ) — ବନ୍ଧୁକ ଧାରୀ ପ୍ରହରୀ — Watchman armed with a gun
- ବୈଦେ. ବି. (ଆ ଓ ଫା. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍, ବଜ୍ର ବା ଆଗ୍ନେୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୁଙ୍କ ସଙ୍ଗରେ ଯାଏ। ତୁଳନା କର ସଂ. ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ) — ଯଷ୍ଟିଧାରୀ ପ୍ରହରୀ — A guardsman armed with a baton