ବର ରୁଚି Bara ruchi
- ସଂ. ବି. (ବର=ଉତ୍କୃଷ୍ଟ+ରୁଚି=ଦୀପ୍ତି, ସ୍ପୃହା ଯାହାର; ବହୁବ୍ରୀହି) — ଉଜ୍ଜ୍ୱଳଦୀପ୍ତିଶାଳୀ — Shinning; refulgent
- ସଂ. ବି. (ବର=ଉତ୍କୃଷ୍ଟ+ରୁଚି=ଦୀପ୍ତି, ସ୍ପୃହା ଯାହାର; ବହୁବ୍ରୀହି) — ଉତ୍କୃଷ୍ଟ ରୁଚିଯୁକ୍ତ — Having a good taste
- ସଂ. ବି. (ବର=ଉତ୍କୃଷ୍ଟ+ରୁଚି=ଦୀପ୍ତି, ସ୍ପୃହା ଯାହାର; ବହୁବ୍ରୀହି) — ଉତ୍କୃଷ୍ଟ ସ୍ପୃହାଯୁକ୍ତ — Having a good desire
- ସଂ. ବି. (ନାମ) — ବିକ୍ରମାଦିତ୍ୟଙ୍କ ସଭାର ନବ ରତ୍ନଙ୍କ ମଧ୍ୟରୁ ଏକ ତମ ପଣ୍ଡିତ ଓ ପ୍ରସିଦ୍ଧ ବୈୟାକରଣିକ ଓ କବି — One of the nine gems (Pandits) of King Bikramāditya's Court
- ସଂ. ବି. (ନାମ) — [ଦ୍ର—ଏ 'ପ୍ରାକୃତପ୍ରକାଶ' 'ଲିଂଗାନୁଶାସନ' ନାମକ ବ୍ୟାକରଣ ଗ୍ରନ୍ଥ ରଚନା କରିଥିଲେ। ବିକ୍ରମାଦିତ୍ୟଙ୍କ ସଭାର ନବ ରତ୍ନ ଯଥା
- ସଂ. ବି. (ନାମ) — ଧନ୍ୱନ୍ତରିକ୍ଷପଣକାମରସିଂହଶଙ୍କୁ— ବେତାଳଭଟ୍ଟଘଟକର୍ପରକାଳିଦାସାଃ, ଖ୍ୟାତୋ ବରାହମିହିରୋ ନୃପତେଃ ସଭାୟାଂ ରତ୍ନାନି ବୈ ବରରୁଚିର୍ନବ ବିକ୍ରମସ୍ୟ]
- ସଂ. ବି. (ନାମ) — ପାଣିନୀୟ ବ୍ୟାକରଣର ବାର୍ତ୍ତିକସୂତ୍ରକାରକ କାତ୍ୟାୟନ ମୁନି — Sage Kātāyana who wrote Kārttika sūtra of Pāṇinī