ବର ଯାତ୍ରା Bara j̄ātrā
- ସଂ. ବି — ବିଭା ହେବା ପାଇଁ କନ୍ୟାର ଗୃହକୁ ବରର ସ୍ୱଜନ ସମଭିବ୍ଯାହାରରେ ଯାତ୍ରା ବା ପ୍ରସ୍ଥାନ — The setting out of a bridegroom in procession for marrying to the bride's house
- ସଂ. ବି — ଆଜି ପୁଷ 15 ଦିନ, ବରଯାତ୍ରା ପାଇଁ ଠିକ୍ ହୋଇଛି। ଫକୀରମୋହନ. ଗଳ୍ପଗଳ୍ପ। — ଆଜି ପୁଷ15ଦିନ, ବରଯାତ୍ରା ପାଇଁ ଠିକ୍ ହୋଇଛି ଫକୀରମୋହନ. ଗଳ୍ପଗଳ୍ପ