ବର ବାହୁଡ଼ା Bara bāhuṟḍ̠ā

  • ଦେ. ବି — ବିବାହ ପରେ (ବିବାହ ବାସୀ ବା ଚଉଠି ବାସୀ) କନ୍ୟାକୁ ସଙ୍ଗରେ ଘେନି ଯାନାରୋହଣପୂର୍ବକ କନ୍ୟାପିତା ଗୃହରୁ ଶୋଭାଯାତ୍ରାପୂର୍ବକ ଆପଣା ଘରକୁ ବରର ପ୍ରତ୍ୟାଗମନ — The procession of the bridegroom returning to his own house with the bride after his marriage