ବର ବନିତା Bara banitā

  • ବି. (ବର+ବନିତା) — (ଦ୍ୱନ୍ଦ୍ୱ) ପତି ଓ ପତ୍ନୀ; ସ୍ତ୍ରୀ ପୁରୁଷ — Husband and wife
  • ବି. (ବର+ବନିତା) — ସେଠାରୁ ଗମନ କଲେ ବର ବନିତା। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ବି. (ବର+ବନିତା) — (ବର=ଉତ୍କୃଷ୍ଟ+ବନିତା; କର୍ମଧା) ଉତ୍କୃଷ୍ଟା ସ୍ତ୍ରୀ — An excellent woman