ବର ପୁତ୍ର Bara putra

  • ସଂ. ବି. (ବର ଦ୍ୱାରା ପ୍ରାପ୍ତ ପୁତ୍ର; ମଧ୍ୟପଦଲୋପୀ କର୍ମଧା) — ଦେବତାଙ୍କ ବର ଯୋଗୁଁ ଜାତ ସନ୍ତାନ — A son born by the blessings of a Deity
  • ସଂ. ବି. (ବର ଦ୍ୱାରା ପ୍ରାପ୍ତ ପୁତ୍ର; ମଧ୍ୟପଦଲୋପୀ କର୍ମଧା) — ଦେବତାଙ୍କ ବିଶେଷ ଅନୁଗ୍ରହ ପାତ୍ର — A person specially favoured by the Deities; a favourite of the Gods
  • ସଂ. ବି. (ବର ଦ୍ୱାରା ପ୍ରାପ୍ତ ପୁତ୍ର; ମଧ୍ୟପଦଲୋପୀ କର୍ମଧା) — ନିଜ ପୁତ୍ର ପରି ଦେବତାଙ୍କ ଦ୍ୱାରା ଅନୁଗୃହୀତ — Favoured and looked upon by a Deity as His own offspring
  • ସଂ. ବି. (ବର ଦ୍ୱାରା ପ୍ରାପ୍ତ ପୁତ୍ର; ମଧ୍ୟପଦଲୋପୀ କର୍ମଧା) — (ଯଥା—ଉପେନ୍ଦ୍ର ଭଞ୍ଜ ସରସ୍ୱତୀଙ୍କ ବରପୁତ୍ର ଥିଲେ।)
  • ସଂ. ବି. (ବର ଦ୍ୱାରା ପ୍ରାପ୍ତ ପୁତ୍ର; ମଧ୍ୟପଦଲୋପୀ କର୍ମଧା) — ଦେବତାଙ୍କଠାରୁ ବରପ୍ରାପ୍ତ ବ୍ୟକ୍ତି — A person who has got a special boon from a Deity
  • ସଂ. ବି. (ବର ଦ୍ୱାରା ପ୍ରାପ୍ତ ପୁତ୍ର; ମଧ୍ୟପଦଲୋପୀ କର୍ମଧା) — ଶ୍ରେଷ୍ଠ ପୁତ୍ର — Best son