ବର କନ୍ୟା Bara kanyā

  • ସଂ. ବି — (ଦ୍ୱନ୍ଦ୍ୱ) ବରପାତ୍ର ଓ କନ୍ୟାପାତ୍ର — Bridegroom elect end bride elect
  • ସଂ. ବି — ନବବିବାହିତା ପୁରୁଷ ଓ ବଧୂ — 3. Bridegroom and bride
  • ସଂ. ବି — (କର୍ମଧା) ଉତ୍କୃଷ୍ଟା କନ୍ୟା ବା ବିବାହିତା ସ୍ତ୍ରୀ — An excellent bride or married woman