ବର ଓହଳ Bara ohaḻa

  • ଦେ. ବି.—(ସଂ. ବଟ+ଅବରୋହ) — ବରଗଛର ଶାଖାରୁ ଯେଉଁ ଚେରମାନ ବାହାରି ତଳକୁ ମୁହାଁଏ — The aerial roots which a banyan tree throws out towards the ground from the branches