ବମ୍ Bam

  • ସଂ. ଅ.—(ଧ୍ୱନ୍ୟନୁକରଣ) — ଗାଲ ବାଦ୍ୟ — Sound produced by stirking the puffed up cheeks with the fingers
  • ସଂ. ଅ.—(ଧ୍ୱନ୍ୟନୁକରଣ) — [ଦ୍ର—ଗାଲକୁ ଫୁଲାଇ ପାଟି ମୁଦି ହାତର ଆଙ୍ଗୁଠିଦ୍ୱାରା ଗାଲର ଦୁଇ ପାଖ ଆଘାତ କଲେ ଓଠ ବାଟେ ପବନ କ୍ରମଶଃ ବାହାରୁ ଥିବା ବେଳେ ଏ ଶବ୍ଦ ଉତ୍ପନ୍ନ ହୁଏ।]
  • ସଂ. ଅ.—(ଧ୍ୱନ୍ୟନୁକରଣ) — ଡମ୍ବରୁ ଧ୍ୱନି — The sound of Ṣiba's hands drum
  • ସଂ. ଅ.—(ଧ୍ୱନ୍ୟନୁକରଣ) — [ଦ୍ର—ମହାଦେବଙ୍କୁ ସ୍ତବ କରିବା ପୂର୍ବରୁ ବମ୍, ବମ୍ ବମ୍, ବମ୍ ଭୋଳା ଓ ବମ୍ ଭୋଳାନାଥ ଶବ୍ଦ ଉଚ୍ଚାରଣ କରାଯାଏ।]
  • ସଂ. ଅ.—(ଧ୍ୱନ୍ୟନୁକରଣ) — ବରୁଣ ଦେବତାଙ୍କ ମନ୍ତ୍ରର ବୀଜ ଅକ୍ଷର — The mystical syllable uttered as the essential part in the worship of the Indian Neptune
  • ବୈଦେ. ବି—(ଇଂ. ବମ୍ବ୍, ପର୍ଟୁ ଗୀଜ୍—ବମ୍ବା) — ବୋମା; ବମ୍ବାଜୀ, ବାଣର ଗୋଳା, ଯାହାକି ବମ୍ ଶବ୍ଦ କରି ଫୁଟେ — A bomb
  • ବୈଦେ. ବି—(ଇଂ. ବମ୍ବ୍, ପର୍ଟୁ ଗୀଜ୍—ବମ୍ବା) — (ଇଂ. ବୀମ୍, ବାମ୍ବୁ ଘୋଡ଼ା ଗାଡ଼ିର ସାମନାର ଦଣ୍ଡ, ଯୁଗନ୍ଧର — The beam of a carriage
  • ବୈଦେ. ବି—(ଇଂ. ବମ୍ବ୍, ପର୍ଟୁ ଗୀଜ୍—ବମ୍ବା) — (ଫା.) ତାସ୍ ଖେଳର ଗ୍ରାବୁ ଖେଳରେ ଏକ ପକ୍ଷ କ୍ରମାନ୍ୱୟରେ 6 ଥର ଜିତିବା ଅବସ୍ଥା—(ତାସ୍ ଖେଳ ତଳେ ନୋଟ ଦେଖ) — (ଫା.) ତାସ୍ ଖେଳର ଗ୍ରାବୁ ଖେଳରେ ଏକ ପକ୍ଷ କ୍ରମାନ୍ୱୟରେ6ଥର ଜିତିବା ଅବସ୍ଥା—(ତାସ୍ ଖେଳ ତଳେ ନୋଟ ଦେଖ)—. Successive winning of one party for six times in a game of cards called Grābu
  • ଦେ. ବି—(ସଂ. ବ୍ୟୋମ) — ମହାଦେବ — Ṡiba