ବମ୍ବାଜି Bambāji
- ଦେ. ବି (ଇଂ. ବମ୍ବ୍) — ତୋପବାଜୀ; ବାଣବିଶେଷ — Firework producing bomblike report
- ଦେ. ବି (ଇଂ. ବମ୍ବ୍) — [ଦ୍ର—ଏହା ବାରୁଦ ଖୁନ୍ଦା ଯାଇଥିବା ପିଣ୍ଡ। ବାଉଁଶ ନଳ ମଧ୍ୟରେ ବାରୁଦ ଖୁନ୍ଦା ହୋଇ ନଳ ଉପରେ ଦୃଢଭାବରେ ଛଣପଟ ଦଉଡ଼ି ଗୁଡ଼ା ଯାଇଥାଏ। ଏଥିରେ ନିଆଁ ଲାଗିଲେ ତୋପ ପରି ଶବ୍ଦ କରେ।]