ବମ୍ପର୍ Bampar

  • ବୈଦେ. ବି (ଇଂ) (ମୋଟର୍ ଗାଡ଼ି ସମ୍ବନ୍ଧୀୟ ଶବ୍ଦ) — ମୋଟର୍ ଗାଡ଼ିରେ ସାମନାରୁ ହାବୁଡ଼ି ଯିବା ବସ୍ତୁର ଧକ୍କା ସମ୍ଭାଳିବାପାଇଁ ମୋଟର୍ର ଆଗରେ ଲାଗିଥିବା ଅନର୍ଗଳବିଶେଷ — Bumper