ବଭ୍ରୁବାହନ Babhrubāhana
- ସଂ. ବି (ନାମ) — ଚିତ୍ରାଙ୍ଗଦା ଗର୍ଭରେ ଅର୍ଜୁନଙ୍କ ଔରସ ଜାତ ପୁତ୍ର; ଆସାମ ଦେଶସ୍ଥ ମଣିପୁରର ରାଜା — Name of a son of Arjuna, who ruled in Maṇipur (Assam)
- ସଂ. ବି (ନାମ) — ପୁଣି ସେ ଚିତ୍ରାଙ୍ଗଦା କନ୍ୟାଠାକୁ ଗଲେ ବଭ୍ରୁ ବାହନଟି ତହିଁରୁ ଉପୁଜିଲେ। କୃଷ୍ଣସିଂହ, ମହାଭାରତ, ଆଦି।