ବବୁଲେଇବା Babuleibā

  • ଦେ. କ୍ରି—(ତୁଳ. ଇଂ. ବାବ୍ଲ୍= ବୃଥା ଗପିବା) — ମିଥ୍ୟା କଥା କହି ଭୁଲାଇବାକୁ ଚେଷ୍ଟା କରିବା — To try to deceive by false Words