ବବୁର ବାଳ Babura bāḻa

  • ଦେ. ବି— (ସଂ. ବର୍ବର କେଶ; ତୁଳ. ଇଂ. ବବ୍ଡ଼୍; ସଂ. ବାର୍ବରୀ=ଆଲୁଳାୟିତ କେଶ—ଯୋଗେଶ— ଚନ୍ଦ୍ର) — ବାଗୁଲିବାଳ; ମୁଣ୍ଡର ବାଳକୁ ବେକ ପର୍ଯ୍ୟନ୍ତ ଲମ୍ବ କରି କାଟି ତହିଁର ଅଗ୍ରଭାଗକୁ ବେକ ପାଖରେ ମୋଡ଼ି ତରଙ୍ଗାୟିତ କରିବା ରୂପ କେଶବିନ୍ୟାସବିଶେଷ — A sort of curling the hair by growing it up to the neck