ବବର୍ଚ୍ଚି Babarchchi
- ବୈଦେ. ବି—(ଫା.)—(ତୁର୍କୀ, ବାବର୍ଚୀ) — ପାଚକ; ସାହେବ ଓ ମୁସଲମାନମାନଙ୍କ ପାଚକ — Cook (of Europeans and Mahommedans.)
- ବୈଦେ. ବି—(ଫା.)—(ତୁର୍କୀ, ବାବର୍ଚୀ) — ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁର୍ଚି କାମରେ ବାହାଲ କରିଥିଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।