ବବର୍ଚ୍ଚି ଖାନା Babarchchi khānā

  • ବୈଦେ. ବି— (ତୁର୍କୀ. ବାବର୍ଚୀ+ଫା. ଖାନାହ୍) — (ସାହେବ ଓ ମୁସଲମାନମାନଙ୍କ) ରନ୍ଧନଶାଳ — Cook room; kitchen
  • ବୈଦେ. ବି— (ତୁର୍କୀ. ବାବର୍ଚୀ+ଫା. ଖାନାହ୍) — ସାହେବ ଦିନେ ବବୁର୍ଚି ଖାନା ତଦାରଖ କରିବାକୁ ଚାଲିଗଲେ— ଫକୀରମୋହନ—ଗଳ୍ପସ୍ୱଳ୍ପ।