ବପୁଷ୍ମାନ୍ Bapushmān

  • ସଂ. ବିଣ. ପୁଂ. (ବପୁସ୍+ଅଛି ଅର୍ଥେ. ମତ୍; ବପୁଷ୍ମତ୍ ଶବ୍ଦ 1 ମା. 1 ବ.) — ସୁନ୍ଦର ଓ ସ୍ଥୂଳକାୟ — Having a big and graceful body
  • ସଂ. ବିଣ. ପୁଂ. (ବପୁସ୍+ଅଛି ଅର୍ଥେ. ମତ୍; ବପୁଷ୍ମତ୍ ଶବ୍ଦ 1 ମା. 1 ବ.) — ସ୍ଥୂଳକାୟ — Corpulent
  • ସଂ. ବି — ଶାଳ୍ମଳୀ ଦ୍ୱୀପର ରାଜା — Name of an ancient king of the mythological Ṡāḻmaḻī island