ବପୁଷ୍ମନ୍ତ Bapushmanta
- ଦେ. ବିଣ. (ସଂ. ବପୁଷ୍ମତ୍ ଶବ୍ଦ) — ବପୁଷ୍ମାନ୍ (ଦେଖ) — Bapushmān (See)
- ଦେ. ବିଣ. (ସଂ. ବପୁଷ୍ମତ୍ ଶବ୍ଦ) — ସଶରୀର; ସଦେହ — In body; bodily; corporeal
- ଦେ. ବିଣ. (ସଂ. ବପୁଷ୍ମତ୍ ଶବ୍ଦ) — ବପୁଷ୍ମନ୍ତେ ମୁକ୍ତ ହୋଇବେ କିଞ୍ଚିତେ। ଭାବିବେ ଜନମି ପ୍ରେମ ହେ। ଭଞ୍ଜ ବୈଦେହୀଶବିଳାସ।