ବପୁଷ୍ଟମା Bapushṭamā
- ସଂ. ବି. ସ୍ତ୍ରୀ (ବପୁସ୍+ପ୍ରଶସ୍ତାର୍ଥେ ତମ+ସ୍ତ୍ରୀ. ଆ) — ସର୍ବାଙ୍ଗଶୋଭନା ସ୍ତ୍ରୀ — A woman with a very graceful body and limbs
- ସଂ. ବି. ସ୍ତ୍ରୀ (ବପୁସ୍+ପ୍ରଶସ୍ତାର୍ଥେ ତମ+ସ୍ତ୍ରୀ. ଆ) — ପରୀକ୍ଷିତଙ୍କ ପୁତ୍ର ଜନମେଜୟ ରାଜାଙ୍କ ଭାର୍ଯ୍ୟା — Name of the wife of king Janamejaya, the son of Parīkshita
- ସଂ. ବି. ସ୍ତ୍ରୀ (ବପୁସ୍+ପ୍ରଶସ୍ତାର୍ଥେ ତମ+ସ୍ତ୍ରୀ. ଆ) — ପଦ୍ମଚାରିଣୀ ଲତା; ସ୍ଥଳପଦ୍ମ ଗଛ — Hibiscus Mutabilis