ବପୁ ବନ୍ତ Bapu banta

  • ଦେ. ବିଣ. (ସଂ. ବପୁଷ୍ମତ୍ ଶବ୍ଦ) — ଶରୀରୀ; ମୂର୍ତ୍ତିମନ୍ତ — Represented by image; assuming a body or physical form; corporeal
  • ଦେ. ବିଣ. (ସଂ. ବପୁଷ୍ମତ୍ ଶବ୍ଦ) — ବନାଇବାରେ ପୁଣି ଯେ ପ୍ରତିମାଏ ବପୁବନ୍ତ ହେଲା ଘୃଣାକ୍ଷର ପ୍ରାୟେ—ଭଞ୍ଜ ବୈଦେହୀଶବିଳାସ।
  • ଦେ. ବିଣ. (ସଂ. ବପୁଷ୍ମତ୍ ଶବ୍ଦ) — ଲାବଣ୍ୟଯୁକ୍ତ; ଶୋଭାମୟ — Graceful
  • ଦେ. ବିଣ. (ସଂ. ବପୁଷ୍ମତ୍ ଶବ୍ଦ) — ବପୁବନ୍ତରୁ ହୋଇଛି ରଞ୍ଜନ ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜନ।—ଭଞ୍ଜ. ବୈଦେହୀଶବିଳାସ।