ବନ୍ଧ Bandha
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ଗଚ୍ଛିତ ଧନ; ଗଚ୍ଛିତ ଦ୍ରବ୍ୟ — A deposit
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — (+କରଣ. ଅ)—ବୃନ୍ତ; ପତ୍ର, ଫୁଲ ବା ଫଳର ଡେମ୍ଫ — Stalk
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ଶରୀର — Body
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ଗ୍ରନ୍ଥି — Knot
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — (+ଭାବ.ଅ)—ବନ୍ଧନ; ବାନ୍ଧିବା — Binding; tying; fastening
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ବିକଟ ମୂର୍ତ୍ତି କବନ୍ଧ, ବିନ୍ଧିଲେ ବନ୍ଧ ସେ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ଉତ୍ପତ୍ତି — Production
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ବାନ୍ଧୁଣୀ; ବାନ୍ଧିବା ଦଉଡ଼ି — Bond; string; rope
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ଗୃହାଦିର ବେଷ୍ଟନ ବା ଚତୁଃସୀମା — The wall surrounding a house; compound; surrounding fence; the boundary line on all sides
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ରୋଧ — Restrain
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ଧନ ବା ସମ୍ପତ୍ତି ଅନ୍ୟ ନିକଟରେ ବନ୍ଧକ ରଖିବା — Pledge
- ସଂ. ବି (ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ) — ନିର୍ମାଣ; ଗ୍ରନ୍ଥନ; ରଚନା — Composition; Construction