ବନ୍ଧ୍ୟା କର୍କୋଟକୀ Bandhyā karkoṭakī
- ସଂ. ବି — ତିକ୍ତ କର୍କୋଟକୀ; ପିତା କୁଆମଇତା — A kind of bitter cucur bitatious fruit; Memordica Diocicamale
- ସଂ. ବି — [ଦ୍ର—ଏହାର ଲତା, କଟୁତିକ୍ତ ରସ; ଏହା ବ୍ରଣ, କଫ, ବିସର୍ପ ନାଶକ।]
- ସଂ. ବି — ହାତିଆ କାଙ୍କଡ଼; ଏକ ପ୍ରକାର ବଡ଼ କାଙ୍କଡ଼ — A cucurbitatious fruit with soft thorns over the rind
- ସଂ. ବି — ଅଷାଢୁଆ (ଦେଖ) — Ashāṟḍ̠ẖuā (See)