ବନ୍ଧ୍ ଲି Bandh-li

  • ପ୍ରାଦେ. (ସମ୍ବଲପୁର) ବି — ଗଡ଼ିଆ; ଛୋଟ ପୋଖରୀ — A small tank
  • ପ୍ରାଦେ. (ସମ୍ବଲପୁର) ବି — ଯେଡ଼ିକି ଟିକେ ବନ୍ଧ୍ଲି, କଁଟାଏ କଁଟାଏ ରୁନ୍ଧ୍ଲି। ନାଁ ଦିଆ—ଉତ୍ତର—ପତ୍ରନିର୍ମିତ ଦନା ବା ଚଉପଦି।