ବନ୍ଧୁତା ରଖିବା

  • ଦେ. କ୍ରି. — ବହୁକାଳପାଇଁ ବନ୍ଧୁତା ପୋଷଣ କରିବା।
  • ଦେ. କ୍ରି. — କୌଣସି ବ୍ଯକ୍ତି ସଙ୍ଗେ ବନ୍ଧୁତା ସ୍ଥାୟୀ ହେବାର ଉପାୟ କରିବା।
  • ଦେ. କ୍ରି. — (ଦ୍ର—ଏହିପରି ଭକ୍ତି, ଭକତି, ପ୍ରେମ ରଖିବା ଆଦି ହୁଏ)