ବନ୍ଧୁଜୀବ Bandhujība

  • ସଂ. ବି.—[ବନ୍ଧ୍ଧାତୁ+ଉ (ଊ)+ଜୀବ୍+ଅ] — ବଧୁଲି (ଦେଖ) — Badhuli (See)
  • ସଂ. ବି.—[ବନ୍ଧ୍ଧାତୁ+ଉ (ଊ)+ଜୀବ୍+ଅ] — ବିଣ. ବନ୍ଧୁ ଯାହାର ଜୀବନ ସ୍ୱରୁପ; ବନ୍ଧୁଗତପ୍ରାଣ — Sincerely devoted to one's friend
  • ସଂ. ବି.—[ବନ୍ଧ୍ଧାତୁ+ଉ (ଊ)+ଜୀବ୍+ଅ] — ବନବାସୀ ରସିକା ରସିକା ନୋହି ଥିବ ଯେ ବନ୍ଧୁ ଜୀବ ବୋଲିବାକୁ ବନ୍ଧୁ ଜୀବ ଭାବ ଯେ । ଭଞ୍ଜ, ବୈଦେହୀଶବିଳାସ