ବନ୍ଧୁ ମର୍ଯ୍ୟାଦା Bandhu marj̄yādā

  • ଦେ. ବି—(ସଂ. ବନ୍ଧୁ+ମର୍ଯ୍ୟାଦା) — 1 . ବନ୍ଧୁଙ୍କ ପ୍ରତି ପ୍ରଯୁଜ୍ୟ ସମ୍ମାନ — 1. ବନ୍ଧୁଙ୍କ ପ୍ରତି ପ୍ରଯୁଜ୍ୟ ସମ୍ମାନ—1. Respect due to a relative or friend
  • ଦେ. ବି—(ସଂ. ବନ୍ଧୁ+ମର୍ଯ୍ୟାଦା) — ନିମନ୍ତ୍ରଣ କ୍ରମେ ଉତ୍ସବାଦିକୁ ସମାଗତ ବନ୍ଧୁଙ୍କର ସତ୍କାର ବା ସେବା — Entertainment of relatives and guest
  • ଦେ. ବି—(ସଂ. ବନ୍ଧୁ+ମର୍ଯ୍ୟାଦା) — ବନ୍ଧୁ ବିଦାକି (ଦେଖ) — Bandhu bidāki (See)
  • ଦେ. ବି—(ସଂ. ବନ୍ଧୁ+ମର୍ଯ୍ୟାଦା) — ବନ୍ଧୁ ବେଭାର (ଦେଖ) — Bandhu bebhāra (See)