ବନ୍ଧୁ ବିଦାକି Bandhu bidāki

  • ଦେ. ବି—(ସଂ. ବନ୍ଧୁ+ ଆ. ବିଦାଇ) — କୌଣସି ଉତ୍ସବ ଉପଲକ୍ଷରେ ନିମନ୍ତ୍ରିତ ହୋଇ ଆସିଥିବା ବାନ୍ଧବମାନଙ୍କୁ ବିଦାୟଦେବା ସମୟରେ ଉପହାର ଦିଆଯିବା ବସ୍ତ୍ରାଦି ଓ ବାଟ ଖରଚଆଦି — Presents and passage-money or honorarium given to guest and relatives on their departure after attending ceremonies
  • ଦେ. ବି—(ସଂ. ବନ୍ଧୁ+ ଆ. ବିଦାଇ) — ଉତ୍ସବାଦି ପାଇଁ ନିମନ୍ତ୍ରିତ ବନ୍ଧୁମାନଙ୍କୁ ବିଦାୟ ଦେବା — Bidding adiew to guests after a social function