ବନ୍ଧିତ୍ର Bandhitra
- ସଂ. ବି—(ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଇତ୍ର) — କାମଦେବ; ମଦନ — Cupid
- ସଂ. ବି—(ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଇତ୍ର) — (+କରଣ. ଇତ୍ର) ଅନୁରାଗ; ସ୍ନେହ; ପ୍ରୀତି — Love; attachment
- ସଂ. ବି—(ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଇତ୍ର) — (+କର୍ମ. ଇତ୍ର) ଚର୍ମ ବ୍ୟଜନ — Leather fan