ବନ୍ଧାଛନ୍ଦା ହେବା Bandhā chhandā hebā

  • ଦେ. କ୍ରି — ଧର ପଗଡ଼ ହେବା — To be detained or arrested and bound
  • ଦେ. କ୍ରି — କଟକରୁ ନିଜେ କୁମ୍ପୁନି ପଟାଲମ ଘେନି ଆସିବ; ଗାଁ ଲୋକେ ବନ୍ଧା ଛନ୍ଦା ହେବେ ଏହା ନିଃସନ୍ଦେହ— ଫକୀରମୋହନ. ଛମାଣ ଆଠଗୁଣ୍ଠ।
  • ଦେ. କ୍ରି — (ଜିନିସ) ବନ୍ଧକ ଦିଆଯିବା — To be pledged or pawned