ବନ୍ଧା ହେବା Bandhā dehā

  • ଦେ. କ୍ରି. — ଋଣ ଗ୍ରହଣ କରି କୌଣସି ଦ୍ରବ୍ୟକୁ ଋଣ ଆଦାୟ ପର୍ଯ୍ୟନ୍ତ ବନ୍ଧକ ସ୍ୱରୁପ ମହାଜନଙ୍କ ନିକଟ ନ୍ୟସ୍ତ କରିବା — To pledge or mortgage any property with the creditor
  • ଦେ. କ୍ରି. — ଶୀତ କଲା ବଡ଼ ଟାଣ, ବଡ଼ବୋହୁକୁ ବନ୍ଧା ପକେଇ ଚୁଡ଼ା ଚାରି ମାଣ ଆଣ। ଶିଶୁଗୀତ