ବନ୍ଧା ବହି Bandhā bahi

  • ଦେ. ବି.—(ସଂ. ବିଦ୍ଧ+ଆ. ବହୀ) — ଯେଉଁ ପୁସ୍ତକର ପୃଷ୍ଠା ଗୁଡ଼ିକର ମୂଳ ସୂତାରେ ବନ୍ଧା ହୋଇ ତହିଁ ଉପରେ ଟାଣୁଆ ମଲାଟ ମଡ଼ା ହୋଇଥାଏ — Bound book