ବନ୍ଧା ପଡ଼ିବା Bandā paṟḍ̠ibā
- ଦେ. କ୍ରି. — ଅନ୍ୟ ବ୍ୟକ୍ତି ପାଇଁ ଜାମିନ୍ ହେବା — To stand security for another
- ଦେ. କ୍ରି. — (କୌଣସି ବସ୍ତୁ) ଋଣ ନିମନ୍ତେ ମହାଜନ ନିକଟରେ ବନ୍ଧକ ରଖାଯିବା — (a property). To be pledged or mortgaged with a creditor
- ଦେ. କ୍ରି. — ଆବଦ୍ଧ ରହିବା — To be confined or detained