ବନ୍ଧା ଦିହ Bandhā diha

  • ଦେ. ବି.—(ସଂ. ବନ୍ଧ+ଦେହ) — କେତେକ ଦିନ ବିଶ୍ରାମ ନେବା ଯୋଗୁଁ ସବଳୀଭୂତ ଶରୀର — A man's body strengthened by some day's rest
  • ଦେ. ବି.—(ସଂ. ବନ୍ଧ+ଦେହ) — ବ୍ରହ୍ମଚର୍ଯ୍ୟାବଲମ୍ବନ କରି ଥିବା ଯୋଗୁଁ ସବଳ ଶରୀର — One's body strengthened by continence or cessation of sexual acts