ବନ୍ଧା ଚାକିରି Bandhā chākiri

  • ଦେ. ବି. (ସଂ. ବଦ୍ଧ+ଫା. ଚାକରି) — ନିର୍ଦ୍ଦିଷ୍ଟ କର୍ମ ପାଇଁ ନିଯୁକ୍ତ ଚାକରର କର୍ମ; ଖାସ୍ ଭୃତ୍ୟତା — Service for doing a particular work
  • ଦେ. ବି. (ସଂ. ବଦ୍ଧ+ଫା. ଚାକରି) — ସ୍ଥାୟୀ ଚାକିରି — Parmanent service
  • ଦେ. ବି. (ସଂ. ବଦ୍ଧ+ଫା. ଚାକରି) — ଦିନ ରାତି ସବୁବେଳେ ଦରକାର ବେଳେ କାମ କରିବା ପାଇଁ ଚାକିରି — Whole time sevice