ବନ୍ଧା ଚାକର Bandhā chākara

  • ଦେ. ବି. (ସଂ. ବଦ୍ଧ+ଫା. ଚାକର) — ଯେଉଁ ଚାକର ଦିନ ଓ ରାତି ସବୁ ବେଳେ କାର୍ଯ୍ୟ କରିବା ପାଇଁ ଚାକିରି କରିଥାଏ — A regular servant; a whole-time servant
  • ଦେ. ବି. (ସଂ. ବଦ୍ଧ+ଫା. ଚାକର) — ସ୍ଥାୟୀ ଭାବରେ ନିଯୁକ୍ତ ଭୃତ୍ୟ — Permanent servant