ବନ୍ଧା ଘତ Bandhā ghata

  • ଦେ. ବି (ସଂ. ବଦ୍ଧ+ଗତି) — ଅପରିବର୍ତ୍ତନୀୟ ରୀତି — Unchangeable practice
  • ଦେ. ବି (ସଂ. ବଦ୍ଧ+ଗତି) — ବାଦ୍ୟ ଯନ୍ତ୍ରରେ ବାଦିତ ହେବା କେବଳ ଏକ ପ୍ରକାରର ସ୍ୱର — One fixed melody or tune set in a musical instrument
  • ଦେ. ବି (ସଂ. ବଦ୍ଧ+ଗତି) — ନିର୍ଦ୍ଦିଷ୍ଟ ପଦ୍ଧତି ବା ନିୟମ — Hard and fast rule